Odia GK About Angula- ଜିଲ୍ଳା କୁଇଜ୍ ଅନୁଗୁଳ

 Odia Gk About Angul - Odisha Jilla Quiz Is an important Subject for all Students who are preparing for competitive Exams, Such as Odisha Civil Services, Odisha Staff Selection Commision, Teachership, and other state level Exams. It is an excellent opportunity for individuals to learn and gain knowledge about various topics, including History, Politicals, Geography, Jilla Quiz, Odisha Quiz and current affairs.

 



This article will provide a comprehension guide to (Odisha Jilla Quiz) Odia GK, including its importance, sources, and tips for learning.


Odia GK (Odisha Jilla Quiz) or General Knowledge in the Odia Language is a subject that is gaining immerse popularity on Odisha. 


Importance of (Odisha Jilla Quiz) Odia GK: 

👉General Knowledge is an essential subject as it provides us with an understanding of the world us. It allows individuals to make informed and develop critical thinking skills.

👉It is important to have a strong understanding of (Odisha Jilla Quiz)Odia GK as it can provide an edge other candidates in the Exam.

👉(Odisha Jilla Quiz)Odia GK, in perticular, is vital for students and individuals residing in Odisha as it provides them with a better understanding of their state's Culture, History, Jilla Quiz and Geography.

👉 Additionally, (Odisha Jilla Quiz) Odia GK is a significant component of many competitive exams, Most exams have a section dedicated to General Knowledge, and scoring well in this section is crucial for overall success.

ଅନୁଗୁଳ ଜିଲ୍ଳା

୧. ଅନଗୁଳ ଜିଲ୍ଲା କେବେ ସୃଷ୍ଟି ହେଲା?

ଉତ୍ତର :- ୧୯୯୩ ମସିହାରେ

୨. ଅନୁଗୁଳ ପୂର୍ବରୁ କେଉଁ ଜିଲ୍ଲା ସହିତ ସଂଯୁକ୍ତ ଥିଲା?

ଉତ୍ତର:- ଢେଙ୍କାନାଳ ଜିଲ୍ଲା ସହିତ

୩. ଅନୁଗୁଳ ଜିଲ୍ଲାର କ୍ଷେତ୍ରଫଳ କେତେ?

ଉତ୍ତର:- ୬୩୬୫ ବର୍ଗ କିଲୋମିଟର

୪. କ୍ଷେତ୍ରଫଳ ଅନୁସାରେ ଓଡ଼ିଶାର ଜିଲ୍ଲା ମାନଙ୍କ ମଧ୍ୟରେ ଅନୁଗୁଳର ସ୍ଥାନ କେଉଁଠି?

ଉତ୍ତର:- ଏକାଦଶ

୫. ଅନୁଗୁଳ ଜିଲ୍ଲାରେ ସବଡିଭିଜନ ସଂଖ୍ୟା କେତେ?

ଉତ୍ତର:- ୪ ଟି

୬. ଅନୁଗୁଳ ଜିଲ୍ଲା କେତୋଟି ତହସିଲ ନେଇ ଗଠିତ?

ଉତ୍ତର:- ୫ ଟି

୭. ଅନୁଗୁଳ ଜିଲ୍ଲାରେ ମୋଟ୍ ବ୍ଲକ୍ ସଂଖ୍ୟା କେତେ?

ଉତ୍ତର:- ୮ ଟି

୮. ଅନୁଗୁଳ ଜିଲ୍ଲାରେ କେତୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି?

ଉତ୍ତର:- ୪୯ ଟି

୯. ଅନୁଗୁଳ ଜିଲ୍ଲାରେ ଥିବା ବ୍ୟାରେଜ ଗୁଡ଼ିକର ସଂଖ୍ୟା କେତେ?

ଉତ୍ତର:- ୮ ଟି

୧୦. ସମଲ ବ୍ୟାରେଜ କେଉଁ ଜିଲ୍ଲାରେ ରହିଛି?

ଉତ୍ତର:- ଅନୁଗୁଳ ଜିଲ୍ଲାରେ

୧୧. ଅନୁଗୁଳ ଜିଲ୍ଲାର ମୋଟ ଗ୍ରାମ ପଞ୍ଚାୟତ ସଂଖ୍ୟା କେତେ?

ଉତ୍ତର:- ୧୮୧ ଟି ଗ୍ରାମ

୧୨. ଅନୁଗୁଳ ଜିଲ୍ଲା ମଧ୍ୟରେ କେତୋଟି ଗ୍ରାମ ରହିଛି?

ଉତ୍ତର:- ୧୯୨୨ ଟି ଗ୍ରାମ

୧୩. ଅନୁଗୁଳ ଜିଲ୍ଲାରେ ଥିବା ତହସିଲ ଗୁଡ଼ିକର ନାମ କ’ଣ?

ଉତ୍ତର:- ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଲଲହଡ଼ା ଏବଂ ଛେଣ୍ଡିପଦା

୧୪. ଅନୁଗୁଳ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଦୁଇଟି ମୁଖ୍ୟ ନଦୀର ନାମ କ’ଣ?

ଉତ୍ତର:- ମହାନଦୀ, ବ୍ରାହ୍ମଣୀ

୧୫. ଅନୁଗୁଳ ଜିଲ୍ଲାର ଲୋକ ସଂଖ୍ୟା କେତେ?

ଉତ୍ତର:- ୧୧ ଲକ୍ଷ ୩୯ ହଜାର ୩୪୨

୧୬. ଅନୁଗୁଳ ଜିଲ୍ଲାର ସଦର ମହକୁମା କିଏ?

ଉତ୍ତର:- ଅନୁଗୁଳ

୧୭. ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରୁ ସଡ଼କ ପଥରେ ଅନଗୁଳର ଦୂରତ୍ବ କେତେ?

ଉତ୍ତର:- ୧୩୫ କିଲୋମିଟର

୧୮. ଅନୁଗୁଳ ଜିଲ୍ଲାରେ ଥିବା ଚାରିଟି ମୁଖ୍ୟ ସହରର ନାମ କ’ଣ?

ଉତ୍ତର:- ଅନୁଗୁଳ, ତାଳଚେର , ନାଲକୋ, ଆଠମଲ୍ଲିକ

୧୯. ଅନୁଗୁଳ ଜିଲ୍ଲାରେ ବାର୍ଷିକ ବୃଷ୍ଟିପାତର ପରିମାଣ କେତେ?

ଉତ୍ତର:- ୧୫୫୦ ମିଲି ମିଟର

୨୦. ଅନୁଗୁଳ ଜିଲ୍ଲାରେ ଥିବା ଜଙ୍ଗଲର ପରିମାଣ କେତେ?

ଉତ୍ତର:- ୨୬୧୭ ବର୍ଗ କିଲୋମିଟର

୨୧. ଅନୁଗୁଳ ଜିଲ୍ଲାର କେଉଁ କୋଇଲା ଖଣି ଭାରତ ବିଖ୍ୟାତ?

ଉତ୍ତର:- ତାଳଚେର କୋଇଲା ଖଣି

୨୨. “ନାଲକୋ” କେଉଁ ଜିଲ୍ଲାରେ ଏବଂ କେବେଠାରୁ ସ୍ଥାପିତ ହୋଇଅଛି?

ଉତ୍ତର:- ଅନୁଗୁଳ ଜିଲ୍ଲା (୧୯୮୬ ମସିହାରେ)

୨୩. ଅନୁଗୁଳ ଜିଲ୍ଲାରେ ମୁଖ୍ୟ କୃଷିଜାତ ଦ୍ରବ୍ୟର ନାମ କ’ଣ?

ଉତ୍ତର:- ଧାନ, ମାଣ୍ଡିଆ, ମୁଗ, ହରଡ଼, ବିରି, ଚିନାବାଦାମ, ଧୂଆଁପତ୍ର, ମକା, ହଳଦୀ, ଆଖୁ

୨୪. ଅନୁଗୁଳ ଜିଲ୍ଲାର ଖଣିଜ ପଦାର୍ଥ ଗୁଡ଼ିକର ନାମ କ’ଣ?

ଉତ୍ତର:- କାଇଲା, ଗ୍ରାଫାଇଟ୍, ଲୁହାପଥର, ସ୍ଫଟିକ, ଖଡ଼ିପଥର, ରତ୍ନପଥର

୨୫. ଅନୁଗୁଳ ଜିଲ୍ଲାର କେଉଁଠାରେ କୁମ୍ଭୀର ସଂରକ୍ଷଣ କେନ୍ଦ୍ର ରହିଛି?

ଉତ୍ତର:- ଟିକରପଡ଼ା

୨୬. ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କେନ୍ଦ୍ର କେଉଁଠାରେ ରହିଛି?

ଉତ୍ତର:- ରେଙ୍ଗାଲି

୨୭. ଅନୁଗୁଳ ଜିଲ୍ଲାରେ କେଉଁଠାରେ ଥିବା ଉଷ୍ଣପ୍ରସ୍ରବଣ ଓଡ଼ିଶାରେ ବିଖ୍ୟାତ?

ଉତ୍ତର:- ଦେଉଳ ଝରୀ

୨୮. ଅନୁଗୁଳ ଜିଲ୍ଲାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକର ନାମ କ’ଣ?

ଉତ୍ତର:- ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଲଲହଡ଼ା

୨୯. ଅନୁଗୁଳ ଜିଲ୍ଲାରେ ଥିବା ଦର୍ଶନୀୟ ସ୍ଥାନ ଗୁଡ଼ିକ କ’ଣ କ’ଣ ?

ଉତ୍ତର:- ଟିକରପଡ଼ା ଅଭୟାରଣ୍ୟ, ସାତକୋଶିଆ ଗଣ୍ଡ, ଭୀମଖଣ୍ଡ, ସାରଙ୍ଗ, ବିଷ୍ଣୁ ମନ୍ଦିର, କୁଆଲୋ ପ୍ରଭୁତି

୩୦. ଅନୁଗୁଳ ଜିଲ୍ଲାରେ କେତୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି?

ଉତ୍ତର:- ପ୍ରାଥମିକ ବିଦ୍ୟାଳୟ - ୧୦୬୬

           ମଧ୍ୟ ଇଂରାଜୀ ବିଦ୍ୟାଳୟ - ୩୩୧

           ଉଚ୍ଚ ବିଦ୍ୟାଳୟ - ୧୭୬

           ମହାବିଦ୍ୟାଳୟ - ୩୧

Tips for Learning Odisha Jilla Quiz (Odia GK):

Here are a few tips for individuals looking to improve their understanding of Odisha Jilla Quiz Odia GK:


1. Read Regularly:- Regular reading of newspapers,books, and online resources is crucial for gaining knowledge in Odia GK (Odisha Jilla Quiz)


2. Take Notes:- Taking Notes while reading can help individuals retain information better and improve their understanding of the subjects.


3. Practice Quizzes:- Taking quizzes and practice tests is an excellent way to test your knowledge & identify areas where you need improvement.


4. Group Discussions:-  Discussing topics with others can provide different perspectives and improve overall understanding of the subjects.

Odisha Jilla Quiz (Odia GK) is am essential subject for individuals residing in Odisha and is particularly important for students preparing for competitive exams, It provides individuals with a better understanding of their state's Culture, history, geography, jilla quiz.

There are various sources available for learning Odisha jilla quiz (Odia GK) , including books, online resources, Newspapers. By following the tips mentioned in this article, individuals can improve their understanding of Odisha Jilla Quiz (Odia GK) & succeed in their academic & professional endeavors. 



General Knowledge:- Liberty cannot be preserved without general knowledge among the people....😍

Post a Comment

0 Comments